ଏକକାଳୀନ ଦୁଇଟି ରେଗୁଲାର ଡିଗ୍ରି କୋର୍ସ କରିପାରିବେ ଛାତ୍ରଛାତ୍ରୀ : ୟୁଜିସି ନିଷ୍ପତ୍ତି

ନୂଆଦିଲ୍ଲୀ: ଏଣିକି ଦୁଇଟି ରେଗୁଲାର ଡିଗ୍ରି କୋର୍ସ କରିପାରିବେ ଛାତ୍ରଛାତ୍ରୀ। ଏଣିକି ଫିଜିକାଲ ମୋଡରେ ଛାତ୍ରଛାତ୍ରୀମାନଙ୍କୁ ଏକକାଳୀନ ଦୁଇଟି ପୂର୍ଣ୍ଣକାଳୀନ ଡିଗ୍ରି କୋର୍ସ କରିବାକୁ ଅନୁମତି ଦେବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ନିଷ୍ପତ୍ତି ନେଇଛି। ୟୁଜିସି ଅଧ୍ୟକ୍ଷ ଜଗଦୀଶ କୁମାର କହିଛନ୍ତି ଯେ ଛାତ୍ରମାନେ ସମାନ ବିଶ୍ୱବିଦ୍ୟାଳୟରୁ କିମ୍ବା ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ଏକକାଳୀନ ଦୁଇଟି ଡିଗ୍ରି କୋର୍ସ କରିପାରିବେ। ପୂର୍ବରୁ ଛାତ୍ରମାନଙ୍କୁ କେବଳ ଗୋଟିଏ ସ୍ନାତକୋତ୍ତର କୋର୍ସ କରିବାକୁ ଅନୁମତି … Continue reading ଏକକାଳୀନ ଦୁଇଟି ରେଗୁଲାର ଡିଗ୍ରି କୋର୍ସ କରିପାରିବେ ଛାତ୍ରଛାତ୍ରୀ : ୟୁଜିସି ନିଷ୍ପତ୍ତି